ଭାଇଆ Bhāiā

  • ଦେ. ବି (ସଂ. ଭ୍ରାତୃ+ଆଳ) — ଜ୍ଞାତି; କୁଟୁମ୍ବୀ ଭାଇ — Kinsman; one's agnate
  • ଦେ. ବି (ସଂ. ଭ୍ରାତୃ+ଆଳ) — ଦୂର ସମ୍ପର୍କୀୟ ଜ୍ଞାତି ବା କୁଟୁମ୍ବ — Distant agnate
  • ଦେ. ବିଣ. — ଭାଇ ସମ୍ବନ୍ଧୀୟ — Brotherly
  • ଦେ. ବିଣ. — ଭାଇଭାଗ ସମ୍ପର୍କୀୟ — Relating to fraternal or any other agnatic shares