ଭାଇ ଭାଗ Bhāi bhagā
- ଦେ. ବି (ସଂ. ଭ୍ରାତୃ+ଭାଗ) — ଭାଇମାନଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିର ବିଭାଗ — Partition of patrimony amongst brothers,
- ଦେ. ବି (ସଂ. ଭ୍ରାତୃ+ଭାଗ) — ଭାଇମାନଙ୍କ ମଧ୍ୟରୁ ଜଣକର ଅଂଶ — The share or allotment of one brother or co-sharer
- ଦେ. ବି (ସଂ. ଭ୍ରାତୃ+ଭାଗ) — (ଉ—ପାଣ୍ଡବଙ୍କର ଭାଇ ଭାଗ ଲେଖି
- ଦେ. ବି (ସଂ. ଭ୍ରାତୃ+ଭାଗ) — ଦେଇ, ଭୋଗ ହେ ସୁଖରେ ହସ୍ତିନା ନାମେ ମହୀ— କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।)