ଭଳେଇବା Bhaḻeibā

  • ଦେ. କ୍ରି (ଭଳିବା କ୍ରିୟାର ଣିଜନ୍ତରୂପ; ସଂ. ବିହ୍ୱଳ) — କୌଣସି ବ୍ଯକ୍ତିକୁ କଥାଦ୍ୱାରା ତରଳାଇବା — To melt the heart of a person by words
  • ଦେ. କ୍ରି (ଭଳିବା କ୍ରିୟାର ଣିଜନ୍ତରୂପ; ସଂ. ବିହ୍ୱଳ) — ଲେପ ଆଦି ପ୍ରୟୋଗଦ୍ୱାରା ବଥ ଆଦିକୁ ପଚାଇବା ବା ଘୋଳାଇବା — To cause a boil to soften by using ointment
  • ଦେ. କ୍ରି (ଭଳିବା କ୍ରିୟାର ଣିଜନ୍ତରୂପ; ସଂ. ବିହ୍ୱଳ) — ପ୍ରଲୁବ୍ଧ କରିବା — To tempt a person
  • ଦେ. କ୍ରି (ଭଳିବା କ୍ରିୟାର ଣିଜନ୍ତରୂପ; ସଂ. ବିହ୍ୱଳ) — କଥାରେ ଭୁଲାଇବା — To inveigle