ଭଳିବା Bhaḻibā

  • ଦେ. କ୍ରି. (ସଂ. ବିହ୍ୱଳ) — ତରଳି ଯିବା; ଘୋଳିଯିବା — To become soft or liquid
  • ଦେ. କ୍ରି. (ସଂ. ବିହ୍ୱଳ) — କୌଣସି ବ୍ଯକ୍ତିର କଥାରେ) ମୁଗ୍ଧ ହେବା — To be charmed
  • ଦେ. କ୍ରି. (ସଂ. ବିହ୍ୱଳ) — ଭ୍ରମଯୁକ୍ତ ହେବା — To be mistaken
  • ଦେ. କ୍ରି. (ସଂ. ବିହ୍ୱଳ) — କିଂକର୍ତ୍ତବ୍ଯବିମୁଢ଼ ହେବା — To be perplexed; to be bewildered
  • ଦେ. କ୍ରି. (ସଂ. ବିହ୍ୱଳ) — [ଉ—ଯେ ଯୋଷା, ଭଳି କହିବାରେ ମୃଦୁଭାଷା । ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।]
  • ଦେ. କ୍ରି. (ସଂ. ବିହ୍ୱଳ) — (ପ୍ରସୂତୀର ଶରୀର) ସାନ୍ନିପାତିକ ଅବସ୍ଥାଯୁକ୍ତ ହେବା — [the system of a newly delivered woman.] To develop signs of collapse