ଭଗ୍ନୀଜ Bhagnīja

  • ଦେ. ବି. ପୁଂ (ଭଗ୍ନୀ+ଜନ୍ ଧାତୁ+କର୍ତ୍ତୃ. ଅ) — ଭଣଜା — Sister's son
  • ଦେ. ବି. ପୁଂ (ଭଗ୍ନୀ+ଜନ୍ ଧାତୁ+କର୍ତ୍ତୃ. ଅ) — (ଉ—ମାତୁଳଙ୍କ ବନିତାକୁ ଭଗ୍ନୀଜ ଗଛି। ଦେବଦୁର୍ଲ୍ଲଭ. ରହସ୍ୟମଞ୍ଜରୀ।)