ବୟସ ବରୁଣ Bayasa baruṇa

  • ଦେ. ବି. (ସଂ. ବୟସ+ବ୍ରଣ) — କାଠ ବରୁଣ; ଯୁବକ ଓ ଯୁବତୀଙ୍କ ମୁହଁରେ ସରୁଆ ଖିଲ ଯୁକ୍ତ ଯେଉଁ ବ୍ରଣମାନ ଦେଖାଯାଏ — Small pimples appearing on the face of youths; blackhead