ବୟଃସ୍ଥା Bayaḥsthā
- ସଂ. ବିଣ. ସ୍ତ୍ରୀ — ଯୁବତୀ — Youthful; young. (woman)
- ସଂ. ବିଣ. ସ୍ତ୍ରୀ — ବିବାହର ଉପଯୁକ୍ତା — Arrived at a marriageable age
- ସଂ. ବି. — ଆମଳକୀ, ବାହାଡ଼ା ଓ ହରିଡ଼ା; ତ୍ରିଫଳା — The three myrobalans
- ସଂ. ବି. — ଗୁଳୁଚି — A medicinal creeper
- ସଂ. ବି. — ସୋମଲତା — The Soma creeper
- ସଂ. ବି. — କାକୋଳୀ — A medicinal berry
- ସଂ. ବି. — ଆମ୍ବିଳିତି ଶାଗ — A kind of potherb of acid taste
- ସଂ. ବି. — ଛୋଟ ଅଳେଇଚ; ଗୁଜୁରାତି (ହି. ଶ.) — The small cardamom
- ସଂ. ବି. — ଶିମିଳି (ହି. ଶ.) — Silk cotton
- ସଂ. ବି. — ଯୁବତୀ ସ୍ତ୍ରୀ — A young woman