ବଡ଼ଦୁମା Baṟḍ̠adumā

  • ଦେ. ବି—(ସଂ. ବୃହତ୍+ଆ. ଦୁମ୍) — ଯେଉଁ ହାତୀର ଲାଞ୍ଜ ଗୋଡ଼ ପର୍ଯ୍ୟନ୍ତ ଲମ୍ବିଥାଏ — An elephant having its tail hanging to the feet