ବଡ଼ଖା Baṟḍ̠khā

  • ପ୍ରାଦେ. (ସମ୍ବଲପୁର) ବିଣ—(ତୁଳ. ହି. ବଡ୍କା) — ଅତି ବଡ଼ — Very great
  • ପ୍ରାଦେ. (ସମ୍ବଲପୁର) ବିଣ—(ତୁଳ. ହି. ବଡ୍କା) — ବୃହତ୍ତମ — Greatest; largest
  • ପ୍ରାଦେ. (ସମ୍ବଲପୁର) ବିଣ—(ତୁଳ. ହି. ବଡ୍କା) — ସମସ୍ତଙ୍କଠାରୁ ବୟୋଜ୍ଯେଷ୍ଠ — Eldest
  • ପ୍ରାଦେ. (ସମ୍ବଲପୁର) ବିଣ—(ତୁଳ. ହି. ବଡ୍କା) — ସର୍ବୋକୃଷ୍ଟ — Excellent; highest