ବଡ଼ କାଠ Baṟḍ̠a kāṭha

  • ଦେ. ବି — ଏକ ପ୍ରକାର ବଡ଼ ଢୋଲ — A big long drum (about 4 cubits long)
  • ଦେ. ବି — [ଦ୍ର—ଏହା 3\4 ହାତ ଲମ୍ବ ଓ ଦୁଇ ହାତ ବ୍ୟାସ ବିଶିଷ୍ଟ ଓ ଏଥିର ଦୁଇ ମୁଣ୍ଡରେ ଚମ ଛିଆଣି ହୋଇ ଥାଏ, ଏହାକୁ ଏକାଧିକ ଲୋକ ବାଉଁଶରେ ଝୁଲାଇ ବାଉଁଶର ଦୁଇ ମୁଣ୍ଡ କାନ୍ଧୋଇ କରି ସ୍ଥାନାନ୍ତରକୁ ନିଅନ୍ତି।] — [ଦ୍ର—ଏହା3\4ହାତ ଲମ୍ବ ଓ ଦୁଇ ହାତ ବ୍ୟାସ ବିଶିଷ୍ଟ ଓ ଏଥିର ଦୁଇ ମୁଣ୍ଡରେ ଚମ ଛିଆଣି ହୋଇ ଥାଏ, ଏହାକୁ ଏକାଧିକ ଲୋକ ବାଉଁଶରେ ଝୁଲାଇ ବାଉଁଶର ଦୁଇ ମୁଣ୍ଡ କାନ୍ଧୋଇ କରି ସ୍ଥାନାନ୍ତରକୁ ନିଅନ୍ତି]