ବ୍ୟାଦାନ Byādāna

  • ସଂ. ବି. (ବି+ଆ+ଦା. ଧାତୁ+ଭାବ. ଅନ) — ପ୍ରସାର; ବିସ୍ତାର — Expansion
  • ସଂ. ବି. (ବି+ଆ+ଦା. ଧାତୁ+ଭାବ. ଅନ) — ମେଲା କରିବା — Unfolding; gaping
  • ସଂ. ବି. (ବି+ଆ+ଦା. ଧାତୁ+ଭାବ. ଅନ) — ଉଦ୍ଘାଟନ — Opening