ବ୍ୟାତ୍ତ Byātta
- ସଂ. ବିଣ. (ବି+ଆ+ଅତ୍ ଧାତୁ=ଗମନ କରିବା+କର୍ମ. ତ; କିମ୍ବା ବି+ଆ+ଦା ଧାତୁ+କର୍ମ. ତ) — ବିସ୍ତାରିତ; ବିସ୍ତୃତ — Expanded; extended
- ସଂ. ବିଣ. (ବି+ଆ+ଅତ୍ ଧାତୁ=ଗମନ କରିବା+କର୍ମ. ତ; କିମ୍ବା ବି+ଆ+ଦା ଧାତୁ+କର୍ମ. ତ) — ମେଲା — Agape; widened
- ବି — ମେଲା କରିଥିବା ପାଟି — Opened mouth