ବ୍ୟାକାର Byākāra

  • ସଂ. ବି (ବି+ଆକାର) — ବିକଟ ରୂପ; ବିରୂପ — Deformity
  • ସଂ. ବି (ବି+ଆକାର) — ଆକାରର ପରିବର୍ତ୍ତନ — Change of form
  • ସଂ. ବି (ବି+ଆକାର) — (ବି+ଆ+କୃ ଧାତୁ+ଭାବ. ଅ) ବ୍ୟାଖ୍ୟା (ହି. ଶ) — Annotation