ବ୍ୟାଁକ୍ Byāñk

  • ବୈଦେ. ବି (ଇଂ. ବାଙ୍କ୍) — ଖଜଣାଖାନା; ଅନ୍ୟ ଲୋକଙ୍କର ବା ଡିପାଜୀଟ୍କାରୀମାନଙ୍କର ଟଙ୍କା ଯେଉଁଠାରେ ଗଚ୍ଛିତ ରଖାଯାଏ — A money bank
  • ବୈଦେ. ବି (ଇଂ. ବାଙ୍କ୍) — [ଦ୍ର—ଏ ଦେଶରେ ପାଶ୍ଚାତ୍ୟରୀତି ଅନୁ— କରଣରେ ବେଁକ୍ — (Bank)ମାନ ପ୍ରତିଷ୍ଠିତ ହେବାରୁ ଏହି ସମ୍ପର୍କରେ ଅନେକଗୁଡ଼ିଏ ବୈଦେଶିକ ଓ ଇଂରାଜି ଶବ୍ଦ ଓଡ଼ିଆରେ ପଶିଲାଣି ଯଥା— କୋ—ଅପେରଟିଭ୍ ବେଁକ୍, ବେଁକ୍ ବାବୁ, ବେଁକ୍ ସାହେବ, ବେଁକ୍ କିରାନୀ, କରେଣ୍ଟ୍ ଡିପଜିଟ୍, ଫିକ୍ସ୍ଡ଼୍ ଡିପଜିଟ୍, ମରେ ଟୋରିଅମ୍]
  • ପ୍ରାଦେ. (ସମ୍ବଲପୁର) ବି — ବେକ — Neck