ବ୍ରୀହି Brīhi
- ସଂ. ବି (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ହି; ନିପାତନ) — ଧାନ୍ୟ; ଧାନ — Paddy; rice
- ସଂ. ବି (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ହି; ନିପାତନ) — ବିଆଳି ଧାନ — Rice ripening in the rains
- ସଂ. ବି (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ହି; ନିପାତନ) — ଯେଉଁ ଶସ୍ୟରୁ ଡାଲି ହୁଏ — Pulse-grains; lentil;
- ସଂ. ବି (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ହି; ନିପାତନ) — ବିରି ନାମକ ଶସ୍ୟ; ମାଷ — A kind of pulse; vetches; Phasoelus Radiatus