ବୋଲି Boli
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଭାଷା; କଥା; ବାକ୍ୟ — Word
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ପ୍ରବଚନ — Saying; proverd
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — (ଉ—ଏକ ରାଇଜର ଗାଳି ଅନ୍ୟ ରାଇଜର ବୋଲି - ଢଗ)
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ବିଜ୍ଞାନ, କଳା ଓ ଶିଳ୍ପ ଆଦିରେ ବ୍ୟବହୃତ ବିଶିଷ୍ଟ ଶବ୍ଦ; ପାରିଭାଷିକ ଶବ୍ଦ — Phraseology; technical words and phrases used in different sciences and arts
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଶୁଆଙ୍କୁ ପଢ଼ାଇବାର ପଦ — Sentences taught to parrots
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ବାହକ ପଶୁଙ୍କୁ ଚଳାଇବା ପାଇଁ ଚାଳକର ବିଭିନ୍ନାର୍ଥ— ବୋଧକ ବଚନମାନ — Set phrases used by drivers to guide animals
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଭାଖା; ଭିନ୍ନ ଭିନ୍ନ ଦେଶରେ ପ୍ରଚଳିତ ଭାଷାର ପ୍ରାଦେଶିକ ରୂପ — Dialectical forms of a language; provincialism
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — କଥା କହିବା ସମୟରେ ବିଭିନ୍ନ ବ୍ୟକ୍ତିଙ୍କର ଅଭ୍ୟାସ ଦୋଷରୁ କଥାର ମଝିରେ ମଝିରେ ଉଚ୍ଚାରିତ ନିରର୍ଥକ ବିଭିନ୍ନ ବାକ୍ୟ ବା ଶବ୍ଦ — Individual peculiarities interspersed at intervals of speech by different persons as a result of habit
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଏକ ଦେଶର ବିଭିନ୍ନ ଜାତିରେ ବା ସମାଜରେ ଶବ୍ଦର ପ୍ରଚଳିତ ଭିନ୍ନ ଭିନ୍ନ ରୂପ — Different phraseologies or forms of a word current amongst different societies of a locality; patois
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ବାଦ୍ୟ ବଜାଇବାର ସାଙ୍କେତିକ ଧ୍ୱନି; ଘତ; ସ୍ୱରଲିପି; ବାଦ୍ୟର ଉକୁଟ; ବାଦ୍ୟ ଓ ଗୀତର ସ୍ୱରବନ୍ଧ — The set phraseology for a song or musical instrument
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — [ଦ୍ର—ଭିନ୍ନ ଭିନ୍ନ ବାଦ୍ୟର ଓ ନୃତ୍ୟର ଭିନ୍ନ ଭିନ୍ନ ବୋଲି ଅଛି, ଯଥା—ତାଧିନ୍ଧିନ୍ଦା, ତାକ୍ ତାକ୍ ଧିନ୍ଦା ଇତ୍ୟାଦି। ଭିନ୍ନ ଭିନ୍ନ ଗୀତର ଓ ତାଳର ଭିନ୍ନ ଭିନ୍ନ ବୋଲି ଅଛି।
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ତନ୍ତି. କୁମ୍ଭାର, କମାର, ବଢ଼େଇ, ଗଉଡ଼, ତେଲି, ପାଟରା, ତୁଳାଭିଣା, ବାଦ୍ୟକାର, ହାତୀ ମାହୁନ୍ତ, ଘୋଡ଼ା ସାଇସ, ଶଗଡ଼ିଆ, କଚୁଆନ୍, ନାଉରୀ, ନାଉରୀ, ଦୋକାନୀ, ଚୋର, ଚିତ୍ରକର, ବୈଷ୍ଣବ, ବ୍ରାହ୍ମଣ, କେଳା ଆଦିଙ୍କର ବ୍ୟବହୃତ ଭିନ୍ନ ଭିନ୍ନ 'ବୋଲି' ଅଛି।