ବେଷ୍ଟନ Beshṭana
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ବାଡ଼ — Fencing
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ବେଢ଼ିବା — Surrounding
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ପ୍ରଦକ୍ଷିଣ — Circum-ambulation
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — କର୍ଣ୍ଣକୁହର — The hole of the ear
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ବର୍ଣ୍ଣ; ରଙ୍ଗ — Colour
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ଅକ୍ଷର — Letter
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ନୃତ୍ୟକାଳୀନ ହସ୍ତଭଙ୍ଗୀ — The poses of the hand while dancing
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — (ବେଷ୍ଟ୍ ଧାତୁ+କରଣ. ଅନ) ପରିଧି; ବେଢ଼ — Circumference; girth
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — ପଗଡ଼ି — Turban
- ସଂ. ବି. (ବେଷ୍ଟ୍ ଧାତୁ=ବେଷ୍ଟନ କରିବା+ଭାବ. ଅନ) — କମରପଟ୍ଟୀ — Belt