ବେଳାସ୍ତ Beḻāsta

  • ଦେ. ବି. (ସଂ. ବେଳ+ଅସ୍ତ) — ସୂର୍ଯ୍ୟାସ୍ତ; ସନ୍ଧ୍ୟା — Evening; sunset
  • ଦେ. ବି. (ସଂ. ବେଳ+ଅସ୍ତ) — (ଉ—ବେଳାସ୍ତ ହେବାର ଜାଣି ମେଲାଣି ହେଲୁଟି । ଭଞ୍ଜ. ବୈଦେହୀଶବିଳାସ।)