ବେନିୟନ୍ Beniyan

  • ଦେ. ବି. (ସଂ. ବଣିକ) — ଅଣ୍ଟା ପର୍ଯ୍ୟନ୍ତ ଲମ୍ବ ଜାଲ ବୁଣା କୁର୍ତ୍ତା; ଗେଞ୍ଜି — A gauze underwear; banian
  • ଦେ. ବି. (ସଂ. ବଣିକ) — [ଦ୍ର—ପୂର୍ବେ କଲିକତାର ବଣିଆମାନେ ଏହିପରି ଅଧା କୁରୁତା ପିନ୍ଧୁଥିବାରୁ ସାହେବମାନେ ଏହି କୁର୍ତ୍ତାକୁ ଏହି ନାମ ଦେଇ ଅଛନ୍ତି।]