ବେଞ୍ଚି Ben̄chi
- ବୈଦେ. ବି. (ଇଂ) — ବହୁ ଲୋକଙ୍କର ବିଶେଷତଃ ବିଦ୍ୟାଳୟରେ ଛାତ୍ରମାନଙ୍କର ବସିବା ଉପଯୋଗୀ ଗୋଡ଼ଲଗା ଲମ୍ବା କାଷ୍ଠାସନ — A bench
- ବୈଦେ. ବି. (ଇଂ) — ବିଚାରକଙ୍କ ଆସନ — Court of justice; bench
- ବୈଦେ. ବି. (ଇଂ) — ଏକାଧିକ ଅବୈତନିକ ମାଜିଷ୍ଟ୍ରେଟ୍ ଏକତ୍ର ବସି ମକଦ୍ଦମା ବିଚାର କରିବା ଅଦାଲତ — Bench of honorary magistrates