ବେଜ୍ Bej

  • ଦେ. ବି (ସଂ. ବୈଦ୍ୟ; ଭଣ୍ଡାରିମାନେ ପୂର୍ବେ ବୈଦ୍ୟବୃତ୍ତି କରୁଥିବାରୁ) — ଭଣ୍ଡାରିମାନଙ୍କର ବଂଶୋପାଧିବିଶେଷ — A family title of barbers
  • ପ୍ରାଦେ (ଗଞ୍ଜାମ) ବି ଓ ବିଣ — ବେଜୁଡ଼ (ଦେଖ) — Bejuṟḍ̠ (See)