ବେଜବାଡ଼ା Bej-bāṟḍ̠ā

  • ଦେ. ବି (ସଂ. ବିଜୟ+ଓ. ବାହୁଡ଼ା) — ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଗତ ଗୋଟିଏ ସହର ଓ ଇଷ୍ଟ୍ କୋଷ୍ଟ୍ ରେଳର ଗୋଟିଏ ବଡ଼ ଜଂକ୍ସନ୍ ଷ୍ଟେସନ୍ — Bezwada name of a town of Madras presidency and an important junction of the East Coast Railway