ବେଜାର Bejār

  • ବୈଦେ. ବିଣ (ଫା) — ବିରକ୍ତ ହୋଇ ଗାଳି ଦେଉଥିବା; ଭର୍ତ୍ସନାକାରୀ — Abusing; rebuking
  • ବୈଦେ. ବିଣ (ଫା) — କୁପିତ; ରାଗାନ୍ୱିତ — Angry
  • ବୈଦେ. ବିଣ (ଫା) — ବିରକ୍ତ — Displeased
  • ବୈଦେ. ବି (ଫା) — ବିରକ୍ତି — Displeasure