ବେ ରାହା Be rāhā

  • ବୈଦେ. ବି (ଫା. ବେ+ରାହା) — ଭୂଆଁ; ବିପଥ — Wrong road
  • ବୈଦେ. ବି (ଫା. ବେ+ରାହା) — ଅପଥ; କୁପଥ; କୁମାର୍ଗ — Evil ways
  • ବୈଦେ. ବି (ଫା. ବେ+ରାହା) — ଅନିୟମ — Irregularity; want of method
  • ବୈଦେ. ବି (ଫା. ବେ+ରାହା) — ଭ୍ରାନ୍ତି — Erring
  • ଦେ. ବିଣ — ଶୃଙ୍ଖଳା ବା ନିୟମରହିତ — Irregular; unmethodical
  • ଦେ. ବିଣ — କୁପଥଗାମୀ — Taking to wrong or evil ways
  • ଦେ. ବିଣ — ଭ୍ରାନ୍ତ — Erring