ବେ ବକତ୍ Be-bakat
- ବୈଦେ. ବି. (ଫା. ବେ+ୱଖ୍ତ୍=ସମୟ) — ଅସମୟ; ମନ୍ଦ ସମୟ — Bad times
- ବୈଦେ. ବି. (ଫା. ବେ+ୱଖ୍ତ୍=ସମୟ) — ଅନୁପଯୁକ୍ତ ସମୟ — Improper time; unsuitable time
- ବୈଦେ. ବି. (ଫା. ବେ+ୱଖ୍ତ୍=ସମୟ) — ନିର୍ଦ୍ଧାରିତ ସୀମା ଗଡ଼ିଯିବା ସମୟ — Time beyond the fixed time-limit
- ବୈଦେ. ବି. (ଫା. ବେ+ୱଖ୍ତ୍=ସମୟ) — ଅଶୁଭ ସମୟ — Unpropitious time