ବେ ଫିକର Be phikara

  • ବୈଦେ. ବିଣ—(ଫା. ବେଫିକ୍ରୀ) — ଆଶ୍ରୟହୀନ — Shelterless
  • ବୈଦେ. ବିଣ—(ଫା. ବେଫିକ୍ରୀ) — ନିରୁପାୟ — Resourceless
  • ବୈଦେ. ବିଣ—(ଫା. ବେଫିକ୍ରୀ) — କାର୍ଯ୍ୟକର୍ମରହିତ — Unemployed
  • ବୈଦେ. ବିଣ—(ଫା. ବେଫିକ୍ରୀ) — ନିଶ୍ଚିନ୍ତ; ଭବିଷ୍ୟତ୍ ସମ୍ବନ୍ଧେ ଚିନ୍ତାଶୂନ୍ଯ — Unconcerned; careless; thoughtless; indifferent