ବେ ଇଜତ୍ Be-ijat
- ବୈଦେ. ବିଣ. (ଫା. ବେ+ଇଜ୍ଜତ= ସମ୍ଭ୍ରମ) — ସମ୍ଭ୍ରମଶୂନ୍ଯ — Immodest
- ବୈଦେ. ବିଣ. (ଫା. ବେ+ଇଜ୍ଜତ= ସମ୍ଭ୍ରମ) — ଅଶ୍ଳୀଳ — Indecent
- ବୈଦେ. ବିଣ. (ଫା. ବେ+ଇଜ୍ଜତ= ସମ୍ଭ୍ରମ) — ଅବମାନିତ; ଅପଦସ୍ଥ; ଅସମ୍ମାନିତ; ଲାଞ୍ଛିତ; ମହତସରା — Dishonoured; insulted; disgraced; shorn of respectability
- ବୈଦେ. ବିଣ. (ଫା. ବେ+ଇଜ୍ଜତ= ସମ୍ଭ୍ରମ) — ଅସମ୍ମାନଜନକ — Disrespectful; dishonourable; scandalous;
- ବୈଦେ. ବି. — ଲାଞ୍ଛନା; ଅପମାନ — Insult; disgrace;
- ବୈଦେ. ବି. — ସ୍ତ୍ରୀଲୋକଙ୍କ ସମ୍ଭ୍ରମ ନାଶ; ସ୍ତ୍ରୀଲୋକଙ୍କ ମହତ ସାରିବା — Violation of the modesty of females; outrage of female modesty;