ବୃଷ୍ଣି Bṛushṇi
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଯଦୁବଂଶ; ଚନ୍ଦ୍ରବଂଶର ଶାଖାବିଶେଷ — A branch of the Lunar dynasty of India
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଶ୍ରୀକୃଷ୍ଣଙ୍କ ଜନୈକ ପୂର୍ବ— ପୁରୁଷ — Name of an ancestor of Ṡrīkṛushṇa
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଶ୍ରୀକୃଷ୍ଣ — Ṡrīkṛushṇa
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଜ୍ୟୋତିଃ — Light; Lustre
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଇନ୍ଦ୍ର — Indra
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଅଗ୍ନି — Fire
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ବାୟୁ — The wind
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ମେଘ — Cloud
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଗୌ — Cattle
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ମେଣ୍ଢା (ହି. ଶ) — A ram (Apte)
- ସଂ. ବି (ବୃଷ୍ ଧାତୁ+କର୍ତ୍ତୃ. ନି) — ଆଲୋକ ରଶ୍ମି — A ray of light (Apte).12 ଧର୍ମବିରୋଧୀ ବ୍ୟକ୍ତି; ପାଷଣ୍ଡ— 12. A heretic (Apte)
- ସଂ. ବିଣ. — ପାମର — Despicable; vile