ବୁନିଆତ Buniāt
- ବୈଦେ. ବି—(ଫା. ବନିୟାଦ୍) — ଗୃହର ମୂଳଦୁଆ; ମୂଳ ଭିତ୍ତି; ନିଅଁ — Foundation of a house
- ବୈଦେ. ବି—(ଫା. ବନିୟାଦ୍) — କାନ୍ଥର ମୂଳଦୁଆ — Foundation of a wall; the part of a wall below the ground level
- ବୈଦେ. ବି—(ଫା. ବନିୟାଦ୍) — କୌଣସି ବିଷୟର ଗୋଡ଼ା; ମୂଳ; ଆରମ୍ଭ — Origin or beginning of a thing
- ବୈଦେ. ବି—(ଫା. ବନିୟାଦ୍) — ବଂଶର ପୂର୍ବ ଅବସ୍ଥା — The previous state or condition of a family
- ବୈଦେ. ବି—(ଫା. ବନିୟାଦ୍) — ବଂଶର ଇତିହାସ — The past history of a family
- ବୈଦେ. ବି—(ଫା. ବନିୟାଦ୍) — ମହତ୍ତ୍ୱ — Greatness
- ବୈଦେ. ବି—(ଫା. ବନିୟାଦ୍) — [ଉ—ମେଳା ମେଳା ଚାକିରିକି ଚାହିଁ, ବାପ ଅଜାଙ୍କର ବୁନିଆଦ ଗାଇ। ଭିକାରୀ. ଗୀତଲହରୀ।]