ବୁତା Butā

  • ପ୍ରାଦେ. (ସମ୍ବଲପୁର) ବି — କାର୍ଯ୍ୟ; କର୍ମ; ଆବଶ୍ୟକ କାର୍ଯ୍ୟ — Business; work in hand
  • ପ୍ରାଦେ. (ସମ୍ବଲପୁର) ବି — (ଯଥା—ମୁଁ ଆଜି ସେଠାକୁ ଯାଇ ପାରିବି ନାହିଁ ମୋର ଏଠାରେ ବୁତା ଅଛି।)