ବୁଜିବା Bujibā
- ଦେ. କ୍ରି (ସଂ. ମୁଦ ଧାତୁ) — ମୁଦିବା; ମୁଦ୍ରିତ କରିବା — To close; to shut up
- ଦେ. କ୍ରି (ସଂ. ମୁଦ ଧାତୁ) — [ଉ—ବୋଲେ ଶ୍ରୀ ମୁକୁନ୍ଦ ଦେବ ଅତି ଯତ୍ନେ ବୁଜିଲି ନୟନ ପୁଣି। କବିସୂର୍ଯ୍ୟ. ସଙ୍ଗୀତ।]
- ଦେ. କ୍ରି (ସଂ. ମୁଦ ଧାତୁ) — ବାଡ଼ ପ୍ରଭୃତି ଦ୍ୱାରା କୌଣସି ସ୍ଥାନକୁ ବେଷ୍ଟିତ କରିବା — To enclose a place with a fence
- ଦେ. କ୍ରି (ସଂ. ମୁଦ ଧାତୁ) — ବାଡ଼ ବସାଇବା — To set up a fence