ବୀରତୂରୀ Bīra tūri

  • ସଂ. ବି—(ବୀର+ତୂର) — ରଣତୂରୀ — A war trumpet
  • ସଂ. ବି—(ବୀର+ତୂର) — [ଉ—ବୀତିହୋତ୍ର ପରାୟେ ସ୍ୱଭାବେ ତେଜୋବନ୍ତ, ବୀର— ତୂର ଘୂତାହୃତି ଲାଗି ପ୍ରଜ୍ୱଳିତ। ଭଞ୍ଜ. ବୈଦେହୀଶବିଳାସ]