ବୀରକୁଳ Bīra kuḻa

  • ଦେ. ବି — ବାଲେଶ୍ୱରର ଉତ୍ତର ପୂର୍ବ କୋଣରେ ଥିବା ସମୁଦ୍ର ସନ୍ନିହିତ ସ୍ଥାନ ବିଶେଷ। (ଏ ଅଞ୍ଚଳର ପାନ ବାଲେଶ୍ୱର ଜିଲାରେ ପ୍ରସିଦ୍ଧ) — Name of a sea-side village of the Balasore district (famous for its betel leaves)
  • ଦେ. ବି — [ଉ—ବୀରକୁଳ ନାମେ ବୀର ପରିପୂର୍ଣ୍ଣ ସ୍ଥଳୀ କଥିତ। ରାଧାନାଥ. ଉଷା।]
  • ସଂ. ବି — ବୀରସମୂହ — A number of warriors or heroes