ବୀଜ Bīja

  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ମଞ୍ଜି — Seed; germ
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ଆମ୍ବଆଦି ଫଳର ଟାକୁଆ — The stone inside some fruits (e.g. mango)
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — କୌଣସି ବସ୍ତୁର ମୂଳ କାରଣ; ମୂଳ; ହେତୁ — Origin; source; primary cause
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ତତ୍ତ୍ୱ — The first or underlying principle
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ବୀର୍ଯ୍ଯ; ଶୁକ୍ର — Semen virile
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ତେଜଃ — Vigour; spirit
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — (ଗଣିତ) ଅବ୍ୟକ୍ତ ରାଶି — (mathematics) An unknown number or quantity; an algebraic quantity
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ମୂଳମନ୍ତ୍ର; ଦେବତା— ମାନଙ୍କର ମନ୍ତ୍ରର ନିର୍ଦ୍ଧାରିତ ମୌଳିକ ଅକ୍ଷର ବା ଅକ୍ଷରମାନ — A mystic syllable or letter which is considered as the essential element of the incantation of a particular Deity (Apte)
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — [ଦ୍ର—ଯଥା. ଶ୍ରୀକୃଷ୍ଣଙ୍କର ବୀଜମନ୍ତ୍ର 'କ୍ଳୀଂ', ଦୁର୍ଗାଙ୍କର ଐଂ, ହ୍ରୀଂ, ଶ୍ରୀଂ।]
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ତଳି; ଅଙ୍କୁର; ଗଜା — Sprout; seedling
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ଆଧାର — Receptacle
  • ସଂ. ବି—(ବି=ବିବିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ବା ବ୍ଯେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ବା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ) — ନିଧି — Gem