ବିହାୟସ Bihāyasa

  • ସଂ. ବି—(ବି+ହା ଧାତୁ= ତ୍ୟାଗ କରିବା+ସଂଜ୍ଞାର୍ଥେ. ଅସ୍; ଅଥବା ବି+ହାୟି ଧାତୁ+ସଂଜ୍ଞାର୍ଥେ. ଅସ୍; ଅ) — ଆକାଶ — The sky
  • ସଂ. ବି—(ବି+ହା ଧାତୁ= ତ୍ୟାଗ କରିବା+ସଂଜ୍ଞାର୍ଥେ. ଅସ୍; ଅଥବା ବି+ହାୟି ଧାତୁ+ସଂଜ୍ଞାର୍ଥେ. ଅସ୍; ଅ) — ପକ୍ଷୀ — Bird
  • ସଂ. ବି—(ବି+ହା ଧାତୁ= ତ୍ୟାଗ କରିବା+ସଂଜ୍ଞାର୍ଥେ. ଅସ୍; ଅଥବା ବି+ହାୟି ଧାତୁ+ସଂଜ୍ଞାର୍ଥେ. ଅସ୍; ଅ) — (ଉ—ବୀର ଭଦ୍ର ଭଣି ଚରଣାୟୁଧ, ବିହାୟସେ ତୁ କ୍ଷତ୍ରିୟ ପ୍ରସିଦ୍ଧ । ଭଞ୍ଜ. ବୈଦେହୀଶବିଳାସ ।)
  • ସଂ. ବି—(ବି+ହା ଧାତୁ= ତ୍ୟାଗ କରିବା+ସଂଜ୍ଞାର୍ଥେ. ଅସ୍; ଅଥବା ବି+ହାୟି ଧାତୁ+ସଂଜ୍ଞାର୍ଥେ. ଅସ୍; ଅ) — ଦାନ (ହି. ଶ) — Bestowal; gift