ବିଷ୍ଟି Bishṭi
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ବିନା ବେତନରେ ପରିଶ୍ରମ; ବେଠି; ବେଗାରି — Gratuitous or unpaid labour
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ବେତନ; ମୂଲ; ମଜୁରି — Wages; salary
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ନିକ୍ଷେପକରଣ — Throwing
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ବିଞ୍ଚିଦେବା — Strewing
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ଯନ୍ତ୍ରଣାଦେବା — Giving pain
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ପାପର ଫଳସ୍ୱରୁପ ନରକରେ ବାସ — Residence in hell to which one is condemned (Apte)
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ବିଷ୍ଟିକରଣ, ବିଷ୍ଟିଯୋଗ —ଅନ୍ୟରୂପ — ବିଷ୍ଟିକରଣ, ବିଷ୍ଟିଯୋଗ—ଅନ୍ୟରୂପ
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — (ଲକ୍ଷାଣର୍ଥ) ଅଶୁଭ ଘଟନା — (figurative) The happening of evil
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — (ଉ—ବିଷ୍ଟି ହେଲା ଆଜୁ ମୋ ପୁତ୍ରଙ୍କ ଅନୁକୁଳ ଭଞ୍ଜ. ବୈଦେହୀଶବିଳାସ।)
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — ବିଘ୍ନ; ବାଧା — Obstruction; hindrance
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — (ଫଳିତ ଜ୍ୟୋତିଷ) କରଣବିଶେଷ; 11 ଗୋଟି କରଣ ମଧ୍ୟରୁ ସପ୍ତମ ଓ ଅଶୁଭଜନକ ଯୋଗ — (ଫଳିତ ଜ୍ୟୋତିଷ) କରଣବିଶେଷ;11ଗୋଟି କରଣ ମଧ୍ୟରୁ ସପ୍ତମ ଓ ଅଶୁଭଜନକ ଯୋଗ—8. (astrology) One of the 11 karaṇas or astrological conjunction
- ସଂ. ବି (ବିଶ ଧାତୁ=ପ୍ରବେଶ କରିବା+ଅଧିକରଣ ତି; ଅର୍ଥାତ୍ କ୍ଳେଶ ବା ଦୁଃଖ ମଧ୍ୟରେ ପ୍ରବେଶ କରିବା) — (ଉ—ବିଧ୍ୱଂସିଲା, ବାନର ଯୋଦ୍ଧାନୁକୁଳକୃତ— ବିଷ୍ଟି ହୋଇଣ ଆପଣ ଦିଗଶୂଳ ଶୂଳଗଣ ଲକ୍ଷଣାରେ ତମଗୁଣଗ୍ରସ୍ତ-ଭଞ୍ଜ, ବୈଦେହୀଶବିଳାସ। [ଦ୍ର-ଏ କରଣରେ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ; ଭିନ୍ନ ଭିନ୍ନ ତିଥିରେ ଭିନ୍ନ ଭିନ୍ନ କାଳ 'ବିଷ୍ଟି' ବୋଲି ଜ୍ୟୋତିଷରେ ଉଲ୍ଲେଖ କରାଯାଇଅଛି।]