ବିଶଦ Biṡada

  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ଶୁଭ୍ର; ଧଳା — White
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ନିର୍ମଳ; ପରିଷ୍କୃତ — Clean; purified
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ସ୍ୱଚ୍ଛ — Transparent; pelluoied
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ସ୍ପଷ୍ଟ — Clear
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ସୁସ୍ପଷ୍ଟ; ସ୍ଫୁଟ — Mainfest; apparent
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ପ୍ରସନ୍ନ; ଅନୁକୂଳ — Favourable; gracious
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ସୁନ୍ଦର; ମନୋହର — Graceful; beautiful
  • ସଂ. ବିଣ (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ) — ବିବିକ୍ତାବୟବ; ଶୁଦ୍ଧଶରୀର— ଯୁକ୍ତ — Pure-bodied
  • ସଂ. ବି — ଶୁଭ୍ର ବର୍ଣ୍ଣ — White colour