ବିଶଦକର Biṡadakara

  • ସଂ ବି (ବହୁବ୍ରୀହି, ବିଶଦ+କର=କିରଣ) — ଚନ୍ଦ୍ର — The moon
  • ସଂ ବି (ବହୁବ୍ରୀହି, ବିଶଦ+କର=କିରଣ) — [ଉ—ବିଶଦକର ଗୋଟାଏ ଆହୁରି, ବିଶଦ ମାର୍ଗରେ ଗମନ କରି। ଭଞ୍ଜ. ବୈଦେହୀଶବିଳାସ।]