ବିଶଙ୍କ Biṡaṅka

  • ସଂ. ବିଣ. ପୁଂ (ବହୁବ୍ରୀହି; ବି=ନାହିଁ=ଶଙ୍କା=ଭୟ) — ନିର୍ଭୟ; ଶଙ୍କାରହିତ — Fearless; free from apprehension or misgivings
  • ସଂ. ବିଣ. ପୁଂ (ବହୁବ୍ରୀହି; ବି=ନାହିଁ=ଶଙ୍କା=ଭୟ) — ନିରାପଦ — Safe; secure