ବିଳପିତ Biḻapita

  • ସଂ. ବିଣ. (ବି=ଳପ୍ ଧାତ=ଶୋକ କରିବା+କର୍ତ୍ତୃ. ତ) — କାନ୍ଦୁଥିବା — Lamenting
  • ସଂ. ବିଣ. (ବି=ଳପ୍ ଧାତ=ଶୋକ କରିବା+କର୍ତ୍ତୃ. ତ) — (+କର୍ମ. ତ) ଯାହା ନିମନ୍ତେ ବିଳାପ କରାଯାଉଥାଏ — Lamented
  • ସଂ. ବି (ବି+ଳପ୍ ଧାତୁ+ଭାବ. ତ — ବିଳପନ; ବିଳାପକରଣ — Lamentation