ବିଳପନ Biḻapana

  • ସଂ. ବି (ବି+ଳପ୍ ଧାତୁ=କହିବା; ଶୋକ କରିବା+ ଭାବ. ଅନ) — ବିଳାପ; ପରିତାପ; ଶୋକବାକ୍ୟ — Lamentation; wail
  • ସଂ. ବି (ବି+ଳପ୍ ଧାତୁ=କହିବା; ଶୋକ କରିବା+ ଭାବ. ଅନ) — ମଇଳା; ମଳ — Filth