ବିଲୋମଜ Bilomaja

  • ସଂ. ବିଣ ପୁଂ (ବିଲୋମ=ବ୍ୟୁତ୍କ୍ରମ+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ) — ଜାତୀୟ ନିୟମର ବ୍ୟତିକ୍ରମରେ ଜନ୍ମ ହୋଇଥିବା (ସନ୍ତାନ), ଉଚ୍ଚ— ଜାତୀୟ ମାତା ଓ ନୀଚଜାତୀୟ ପିତାଙ୍କ— ଠାରୁ ଉତ୍ପନ୍ନ (ସନ୍ତାନ) — Born of a mother of superior caste by a father of inferior caste
  • ସଂ. ବିଣ ପୁଂ (ବିଲୋମ=ବ୍ୟୁତ୍କ୍ରମ+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ) — [ଦ୍ର—ବ୍ରାହ୍ମଣୀ ଗର୍ଭରେ କ୍ଷତ୍ରିୟ ଔରଷରୁ କ୍ଷତ୍ରିୟା ଗର୍ଭରେ ବୈଶ୍ୟ— ଔରସରୁ ଓ ବୈଶ୍ୟା ଗର୍ଭରୁ ଶୁଦ୍ର ଔରସରୁ ଜାତ ସନ୍ତାନକୁ ବିଲୋମଜ ବୋଲାଯାଏ।]