ବିଲାତ୍ Bilāt
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — ଇଂଲଣ୍ଡ ଦେଶ — England
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — ଲଣ୍ଡନ ସହର — London
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — ବିଲାଇତ୍, ବିଲାଏତ୍, ବିଲାୟତ୍, ବିଲାୟେତ୍ ଅନ୍ୟରୂପ — ବିଲାଇତ୍, ବିଲାଏତ୍, ବିଲାୟତ୍, ବିଲାୟେତ୍ଅନ୍ୟରୂପ
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — ଇଉରୋପ — Europe
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — ଭାରତବହିର୍ଭୂତ ଦେଶ — A country outside India
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — ମୁସଲମାନ ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶ — Different provinces of a Muslim kingdom
- ବୈଦେ. ବି (ଆ. ବିଲାୟତ୍, ବିଲାୟତ=ସହର) — [ଦ୍ର—ମୁସଲମାନ୍ମାନେ ଆପଣା ଦେଶ ଛଡ଼ା, ଅନ୍ୟ— ଦେଶକୁ ବିଲାତ୍ କହନ୍ତି, କିନ୍ତୁ ପାରସ୍ୟରେ ବିଲାତ୍ର ଅର୍ଥ ସ୍ୱଦେଶ।]