ବିଲବାଡ଼ି Bilabāṟḍ̠i
- ଦେ. ବି (ସହଚର) — ଭୂସମ୍ପତ୍ତି — Immoveable property
- ଦେ. ବି (ସହଚର) — ଚାଷ ଜମି — Agricultural land
- ଦେ. ବି (ସହଚର) — (ଉ—କେହି ବିଲବାଡ଼ିକୁ ଯିବାକୁ ନାହିଁ—ଫକୀର ଛମାଣ ଆଠଗୁଣ୍ଠ; ଉ—ବିଲବାରି କାମ ନ ଥିବାରୁ xxx ସ୍ନାନଯାତ୍ରା ଦେଖିବାକୁ ଯାଉଛନ୍ତି—ଫକୀର ଛମାଣ ଆଠଗୁଣ୍ଠ।)
- ଦେ. ବି (ସହଚର) — ଚାଷଜମି ଓ ଘରବାଡ଼ି ଜମି — Agricultural and homestead lands