ବିରାଟ୍ Birāṭ

  • ସଂ. ବି (ବି+ରାଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — କ୍ଷତ୍ରିୟ — A person of the warrior caste
  • ସଂ. ବି (ବି+ରାଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — (+ଭାବ କ୍ୱିପ୍) କାନ୍ତି — Splendour; lustre
  • ସଂ. ବି (ବି+ରାଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — ସର୍ବବ୍ୟାପୀ ପୁରୁଷ; ପରମେଶ୍ୱର — The all-pervading God