ବିଭୀଷଣ Bibhīshaṇa

  • ସଂ. ବିଣ (ବି+ଭୀ ଧାତୁ ଣିଚ୍+କର୍ତ୍ତୃ. ଅନ) — ଅତି ଭୟଙ୍କର — Terrible; alarming; frightful
  • ସଂ. ବିଣ (ବି+ଭୀ ଧାତୁ ଣିଚ୍+କର୍ତ୍ତୃ. ଅନ) — ଦୃଢ଼ — Firm; strong
  • ସଂ. ବିଣ (ବି+ଭୀ ଧାତୁ ଣିଚ୍+କର୍ତ୍ତୃ. ଅନ) — ଘନ — Thick; hard
  • ସଂ. ବି — ରାବଣର ସାନ ଭାଇ — 1. The younger brother of Rābaṇa
  • ସଂ. ବି — ନଳ ତୃଣ; କାଣ୍ଡଶର ଗଛ — The reed grass; Arundo Tibialis
  • ସଂ. ବି — ଭୃତ୍ୟ — Servant
  • ସଂ. ବି — ଆତ୍ମା — Soul; spirit
  • ସଂ. ବି — କାଳ — Time
  • ସଂ. ବି — ମୃତ୍ୟୁ; କାଳ — Death (personified)