ବିଭଳିତ Bibhaḻita
- ଗ୍ରା. ବିଣ (ସଂ. ବିହ୍ୱଳ; ପ୍ରା. ବିବ୍ଭଳ) — ବିହ୍ୱଳ — Perplexed; confounded
- ଗ୍ରା. ବିଣ (ସଂ. ବିହ୍ୱଳ; ପ୍ରା. ବିବ୍ଭଳ) — ଯେ ସବୁ କଥା ଭୁଲିଯାଏ — Forgetful
- ଗ୍ରା. ବିଣ (ସଂ. ବିହ୍ୱଳ; ପ୍ରା. ବିବ୍ଭଳ) — ଉନ୍ମତ୍ତ — Intoxicated
- ଗ୍ରା. ବିଣ (ସଂ. ବିହ୍ୱଳ; ପ୍ରା. ବିବ୍ଭଳ) — କିଂକର୍ତ୍ତବ୍ଯବିମୂଢ଼ — Bewildered