ବିଟ୍ଚର Biṭ-chara

  • ସଂ. ବି (ବିଟ୍=ବିଷ୍ଠା+ଚର୍ ଧାତୁ+କର୍ତ୍ତୃ. ଅ) — ଗ୍ରାମ୍ୟ ଶୂକର — Domestic pig
  • ସଂ. ବି (ବିଟ୍=ବିଷ୍ଠା+ଚର୍ ଧାତୁ+କର୍ତ୍ତୃ. ଅ) — ଗୋବର ପୋକ — Beetle; insect boring in cowdung
  • ସଂ. ବି (ବିଟ୍=ବିଷ୍ଠା+ଚର୍ ଧାତୁ+କର୍ତ୍ତୃ. ଅ) — ବିଷ୍ଠାକୃମି — Insect boring on human dung