ବିଞ୍ଜା Bin̄jā

  • ପ୍ରାଦେ. (ବାଲେଶ୍ୱର) ବି — ଓଲୁଅ ଦେହରେ ବାହାରି— ଥିବା ଛୋଟ ଛୋଟ ଆଳୁମାତ୍ରା ଭଳି ପଦାର୍ଥ — Esculent bulbs growing on the wild arum
  • ପ୍ରାଦେ. (ବାଲେଶ୍ୱର) ବି — ଖୁବ୍ ଛୋଟ ଛୋଟ ଓଲ — Small arum