ବିଞ୍ଚା Bin̄chā

  • ଦେ. ବି — (ସଂ. ବୀଜ୍ ଧାତୁ)— 1 । ବ୍ୟଜନଦ୍ୱାରା ବାୟୁ— ଚାଳନ କ୍ରିୟା — (ସଂ. ବୀଜ୍ ଧାତୁ)— ବ୍ୟଜନଦ୍ୱାରା ବାୟୁ— ଚାଳନ କ୍ରିୟା—. Act of fanning
  • ଦେ. ବି — (ସଂ. ବିସ୍ତରଣ)—ଇତସ୍ତତଃ ବିକ୍ଷିପ୍ତ କରଣ — Strewing, scattering